ଭୁବନେଶ୍ୱର,୧୨।୦୭(ଡ଼ି.ଏଚ ବ୍ୟୁରୋ):-ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଲେ ଅର୍ଚ୍ଚନା ନାଗ। ରାଜ୍ୟର କିଛି ପ୍ରଭାବଶାଳୀ ଲୋକ ବିଗତ ଦିନରେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମିଛରେ ଫସାଇ ଅତ୍ୟାଚାର କରାଯାଇଥିବା ଅଭିଯୋଗ ଆଣି ସେମାନଙ୍କ ବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ସହ ଲିଖିତ ଅଭିଯୋଗ କରିଛନ୍ତି l

















