ବ୍ରହ୍ମପୁର ,୧୦/୭(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୂଷା ମୁଣ୍ଡା l ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କ ଗାଡିରୁ ୩ ଲକ୍ଷ ଟଙ୍କା ମିଳିବା ଘଟଣାରେ ତାଙ୍କ ଛତ୍ରପୁର ଘର, ଅଫିସ୍ ଏବଂ ଭବାନୀପାଟଣା ଜୟପ୍ରକାଶ ସାନ୍ଧ୍ୟ କଲେଜ ନିକଟ ବାସଭବନରେ ମଧ୍ୟ ଚଢ଼ଉ ଜାରି ରଖିଛି ।
















