Friday, September 4, 2026
ADVERTISEMENT
Home ଆଞ୍ଚଳିକ ଗୋଳନ୍ଥରା ଥାନା ପୁଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ଜୁଆଡିଙ୍କୁ ଗିରଫ କରିଛି।

ଗୋଳନ୍ଥରା ଥାନା ପୁଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ଜୁଆଡିଙ୍କୁ ଗିରଫ କରିଛି।

71
ADVERTISEMENT

ବ୍ରହ୍ମପୁର,୦୭/୭(ଡ଼ି.ଏଚ ବ୍ୟୁରୋ):-ଗୋଳନ୍ଥରା ଥାନା ପୁଲିସ ଗୋବିନ୍ଦ ନଗର ମଶାଣି ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ ଜୁଆଡିଙ୍କୁ ଗିରଫ କରି ସେମାନଙ୍କ ଠାରୁ ନଗଦ ୩୬୦୦ ଟଙ୍କା, ସମେତ ୫ ଟି ମୋବାଇଲ ଓ ୫ ଟି ମୋଟରସାଇକେଲ ଜବତ କରିଛି। କିନ୍ତୁ ପୁଲିସର ଚଢ଼ାଉ କରିବା ବେଳେ ଆଉ କେତେକ ଜୁଆଡି ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲେ।

Advertisement