ମାଟି ଧସି ମାଟି ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ l

73
ADVERTISEMENT

କେନ୍ଦୁଝର,୦୨/୭(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ଯୋଡ଼ା ଥାନା ବିଚାକୁଣ୍ଡି ଦଲପାହାଡ଼ ନିକଟରେ ବେଆଇନ୍ ଭାବେ ମାଙ୍ଗାନିଜ୍ ଉତ୍ତୋଳନ ବେଳେ ମାଟି ଧସି ମାଟି ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ l ମୃତକ ମାନେ ହେଲେ ସନ୍ଦିପ୍ କୃତୀ, କାଣ୍ଡେମୁଣ୍ଡା ଏବଂ ଗୁରୁ ଚାମ୍ପିଆ । ଏଥିରେ ୬ ଘଣ୍ଟାର ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।

Advertisement