ଭିଜିଲାନ୍ସ ଜାଲରେ ରାଜ୍ୟ ଜଳ ବିଭାଜିକା ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ l

66
ADVERTISEMENT

ଭୁବନେଶ୍ୱର,୩୦/୬(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ରାଜ୍ୟ ଜଳ ବିଭାଜିକା ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ l ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ କଳାହାଣ୍ଡି ଜୁନାଗଡ଼ ବ୍ଲକ୍ କୁପା ଗାଁରେ ଥିବା ପୈତୃକ ଘରେ ଏବଂ ଧର୍ମଗଡ ବ୍ଲକ୍ ଅନ୍ତର୍ଗତ ବିକ୍ରମଗୁଡ଼ା ଗାଁରେ ଥିବା ତାଙ୍କ ଶ୍ବଶୁର ଘରେ ଭିଜିଲାନ୍ସର ଦୁଇଟି ଟିମ ଚଢାଉ ଜାରି ରଖି ବହୁ ମୂଲ୍ୟବାନ ଆସବାବ ପତ୍ର ଠାବ କରିଥିବା ସୂଚନା ମିଳିଛି।

Advertisement