୧୪ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ ।

82
ADVERTISEMENT

ପୁରୀ,୧୪/୬(ଡ଼ି.ଏଚ ବ୍ୟୁରୋ):-ପୁରୀ ସମୁଦ୍ରକୁଳ ଥାନା ଅନ୍ତର୍ଗତ ବଳିଆପଣ୍ଡାରେ ଥିବା ଏକ ହୋଟେଲରେ ୧୪ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ କରିବା ଅଭିଯୋଗ ସମୁଦ୍ରକୁଳ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ହେଉଛନ୍ତି ବାଲିନୋଳିଆ ସାହିର ଲେଙ୍କା ସୁନୀଲ ବେହେରା, ଗୌଡ଼ବାଡ ସାହିର ଏଲ୍ ରାଜା ବେହେରା ଏବଂ ଗୌରାଙ୍ଗ ବେହେରା ।

Advertisement