Friday, September 4, 2026
ADVERTISEMENT
Home ଆଞ୍ଚଳିକ ବୁଲେଟକୁ ଟ୍ୟାଙ୍କର ଧକ୍କାଦେବା ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ବୁଲେଟକୁ ଟ୍ୟାଙ୍କର ଧକ୍କାଦେବା ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି।

78
ADVERTISEMENT

ବ୍ରହ୍ମପୁର,୦୭/୬(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଦିଗପହଣ୍ଡି ଏନ୍ଏସି ନିକଟରେ ବୁଲେଟକୁ ଟ୍ୟାଙ୍କର ଧକ୍କାଦେବା ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖା ଦେବା ସହ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିବା ସହିତ ଅଭିଯୁକ୍ତ ଟ୍ୟାଙ୍କରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisement