ବିନିକା,o୬/୫(ଡ଼ି.ଏଚ ବ୍ୟୁରୋ):-ଆଜି ବିନିକାରେ ଚାଷୀଙ୍କ ୧୨ଘଣ୍ଟିଆ ବନ୍ଦ ପାଳନ । ସ୍ଥାନୀୟ ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ଚାଷୀ ସଂଗଠନ ବନ୍ଦ ଡାକରା ଦେବା ସହ ବୀମା ଓ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାମପୁର ସହରରେ ଦୋକାନ ବଜାର ବନ୍ଦ ରହିଛି ।ଏବଂ ବିନିକା-ବରପାଲି ମୁଖ୍ୟ ରାସ୍ତା ଅବରୋଧ ହୋଇଥିବାରୁ ଗାଡି ସବୁ ଅଟକି ରହିଛି ।



















