ବ୍ରହ୍ମପୁର,୦୫/୬(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁରରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ଏଏସଆଇ l ବ୍ରହ୍ମପୁର ମହିଳା ଥାନା ଏଏସଆଇ ବବିତା ସୁନା ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜଣେ ବ୍ୟକ୍ତିଙ୍କ ପାରିବାରିକ ହିଂସା ମାମଲାରେ ସାହାର୍ଯ୍ୟ କରିବା ପାଇଁ ଏହି ଲାଞ୍ଚ ନେଉଥିଲେ ।



















