Friday, September 4, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆର୍ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ୍.ଦିଲ୍ଲୀପ ଚୌଧୁରୀ।

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆର୍ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ୍.ଦିଲ୍ଲୀପ ଚୌଧୁରୀ।

169
ADVERTISEMENT

ବ୍ରହ୍ମପୁର,୩୧/୦୫(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆର୍ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ୍.ଦିଲ୍ଲୀପ ଚୌଧୁରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ଓ ଭୁବନେଶ୍ୱର ସମତେଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଥିବାବେଳେ ତାଙ୍କ ବ୍ରହ୍ମପୁର ଧର୍ମନଗର, ମୟୁରୀ ବିହାର ସ୍ଥିତ ଘର ଓ କାର୍ଯ୍ୟାଳୟ, ଏବଂ ଭୁବନେଶ୍ୱର ସହିଦନଗରରେ ଥିବା ପ୍ଲାଟରେ ଚଢାଉ ଜାରି ରହିଛି ।

Advertisement