Saturday, August 8, 2026
ADVERTISEMENT
Home ଆଞ୍ଚଳିକ ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇ ନୂଆବସ୍ତି ନିକଟରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା...

ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇ ନୂଆବସ୍ତି ନିକଟରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର୍ ।

107
ADVERTISEMENT

ସୋନପୁର,୨୬/୫(ଡ଼ି.ଏଚ ବ୍ୟୁରୋ):-ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇ ନୂଆବସ୍ତି ନିକଟରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର୍ । ଫଳରେ କାର୍ରେ ଥିବା ତିନି ଜଣ ଗୁରୁତର ହୋଇ ବୁର୍ଲା ଉଲୁଣ୍ଡା ମେଡିକାଲରେ ଭର୍ତ୍ତି । କିନ୍ତୁ ଦୁର୍ଘଟଣାଗ୍ରସ୍ତ କାର୍ରୁ ଏକ ବନ୍ଧୁକ ଜବତ ହୋଇଥିବାବେଳେ ପୋଲିସ ତାକୁ ନେଇ ତଦନ୍ତ ଜାରି ରଖିଛି ।

Advertisement