ବ୍ରହ୍ମପୁର,୨୬/୫(ଡ଼ି.ଏଚ ବ୍ୟୁରୋ):- ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ପି. ଶ୍ୟାମବାବୁ ପାତ୍ର ଗିରଫ । ସେ ପ୍ଲଟ୍ ବିକ୍ରି ନାଁରେ ୩୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ ତାଙ୍କୁ ଗିରଫ କରିଛି। ଏବଂ ସେ ବିଏମ୍ସିରେ ଇଂଜିନିୟର୍ ଭାବେ କାମ କରୁଥିବା ସହ ପ୍ଲଟ୍ ବେପାର କରୁଥିଲେ।

















