Friday, September 4, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର,ପିଇଓ ସମୀର ମିଶ୍ର ସରକାରୀ ଅର୍ଥ ହଡ଼ପ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ବ୍ରହ୍ମପୁର,ପିଇଓ ସମୀର ମିଶ୍ର ସରକାରୀ ଅର୍ଥ ହଡ଼ପ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।

87
ADVERTISEMENT

ବ୍ରହ୍ମପୁର,୨୬/୫(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ରଙ୍ଗେଇ ଲୁଣ୍ଡା ବ୍ଲକ କେଲୁଆପଲି ପଞ୍ଚାୟତର ପିଇଓ ସମୀର ମିଶ୍ର ସରକାରୀ ଅର୍ଥ ହଡ଼ପ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ବିଡିଓଙ୍କ ଅଭିଯୋଗ ଆଧାରରେ ପିଇଓ ସମୀର ମିଶ୍ରଙ୍କୁ ଗିରଫ କରାଯାଇ ଥିବାବେଳେ ସେ ବ୍ୟାଙ୍କକୁ ୧କୋଟି ୩୭ ଲକ୍ଷ ଟଙ୍କାର ନକଲି ଚେକ ଦେଇ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।

Advertisement