ବ୍ରହ୍ମପୁର,୨୫/୫(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗୋପାଳପୁର ଥାନା ଅନ୍ତର୍ଗତ -୧୬ ଜାତୀୟ ରାଜପଥ ଭକ୍ତ ସାଲବେଗ ନଗର ଛକ ନିକଟରେ ବାଇକ କୁ ଧକ୍କା ଦେଲା ଅଜଣା ଗାଡ଼ି । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତି । ମୃତକ ଜଣଙ୍କ ବେଲଗାଁ ଅନ୍ତର୍ଗତ ଦିଗାପଡାର ସୁନୀଲ କୁମାର ନାୟକହୋଇଥିବାବେଳେ ସେ ଲାଠିରେ ଥିବା ନିଜ ଭଉଣୀ ଘରକୁ ଯାଉଥିଲେ l

















