Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ମଦ ନିଶାରେ ଚୁର ହୋଇ ନିଜ ତଣ୍ଟି କାଟିଲେ ପୋଲିସ ଏଏସଆଇ ।

ମଦ ନିଶାରେ ଚୁର ହୋଇ ନିଜ ତଣ୍ଟି କାଟିଲେ ପୋଲିସ ଏଏସଆଇ ।

159
ADVERTISEMENT

କୋରାପୁଟ,୨୨/୫(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ପୋଲିସ ଏଏସଆଇଙ୍କ ଅଭାବନୀୟ କାଣ୍ଡ। ମଦ ନିଶାରେ ଚୁର ହୋଇ ନିଜ ତଣ୍ଟି କାଟି ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଆହତ ପୋଲିସ ଏଏସଆଇ ଜଣକ ଚମରା ନାୟକ ହୋଇଥିବାବେଳେ ପୋଲିସ ଘଟଣାର ଛାନଭିନ ଜାରି କରିଛି।

Advertisement