ବ୍ରହ୍ମପୁର,୨୨/୫(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଦିଗପହଣ୍ଡି ଥାନା ଏନଏସି ଚେକଗେଟ୍ ନିକଟରୁ ପୋଲିସ ପରିଚୟ ଦେଇ ଜଣେ ଯୁବକଙ୍କଠାରୁ ଲକ୍ଷ ଟଙ୍କା ଲୁଟ୍ କରିବା ଘଟଣାରେ ଦିଗପହଣ୍ଡି ଥାନା ପୋଲିସ ୨ ଲୁଟେରାଙ୍କୁ ଗିରଫ କରିଛି ।ଏବଂ ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା, ଦୁଇଟି ମୋବାଇଲ ଫୋନ, ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି।

















