ଆଞ୍ଚଳିକସମ୍ବଲପୁର ସମ୍ବଲପୁର ଟାଉନ ଥାନାର ପୂର୍ବତନ ଆଇଆଇସି ଓ ସବ ଇନିସପେକ୍ଟର ନିଲମ୍ବନ । By Dunia Halchal - May 21, 2025 128 Share FacebookTwitterPinterestWhatsApp ADVERTISEMENT ସମ୍ବଲପୁର ,୨୧/୫(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ଟାଉନ ଥାନାର ପୂର୍ବତନ ଆଇଆଇସି ରଞ୍ଜନ ବିଶ୍ୱାଳ ଓ ସବ ଇନିସପେକ୍ଟର ଅଭିଷେକ ପ୍ରଧାନଙ୍କୁ ପୁଲିସ ମହାନିର୍ଦେଶକ ନିଲମ୍ବନ କରିଛନ୍ତି ।ଜଣେ ବିଲ୍ଡରଙ୍କଠାରୁ ୩୦ଲକ୍ଷ ଟଙ୍କା ନେବା ଅଭିଯୋଗରେ ଉଭୟଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। Advertisement