ଅଜଣା ଗାଡି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ ।

114
ADVERTISEMENT

ରାୟଗଡା,୨୧/୫(ଡ଼ି.ଏଚ ବ୍ୟୁରୋ):-ରାୟଗଡା ଜିଲ୍ଲା ଗୁମୁଡା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ବ୍ରିଜ୍ ଉପରେ ଅଜଣା ଗାଡି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ । ପଉଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥବାବେଳେ ମୃତ ଦୁଇ ଜଣ ଗୁଡାରି ବ୍ଲକ୍ କଇଠପଦର ଗ୍ରାମର ବୁଲୁ ଶବର ଓ ସୁବ୍ରତ ଶବର l ଏବଂ ଅନ୍ୟ ଜଣେ ଜଗନ୍ନାଥ ପୁର ଗ୍ରାମ ର ବାଳକୃଷ୍ଣ ଆରକା। ତିନିଜଣ ଯୁବକ ବାଇକ୍ ଯୋଗେ ଯାତ୍ରା ଦେଖିବାକୁ ଯାଉଥିଲେ ।

Advertisement