ADVERTISEMENT
Home ଆଞ୍ଚଳିକ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର।

ଭତ୍ତା ବଢ଼ାଇଲେ ରାଜ୍ୟ ସରକାର।

116
ADVERTISEMENT

ଭୁବନେଶ୍ୱର,୨୧/୫(ଡ଼ି.ଏଚ ବ୍ୟୁରୋ):-ଭତ୍ତା ବଢ଼ାଇଲେ ରାଜ୍ୟ ସରକାର। ରାଜ୍ୟର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ଏଣିକି ମାସକୁ ୩୫୦୦ ଟଙ୍କା ଭତ୍ତା ପାଇବେ। ଆସନ୍ତା ଜୁନ୍ ମାସରୁ ମିଳିବ ଏହି ଭତ୍ତା। ଏନେଇ ସମସ୍ତ ଡିଏସଏସଓଏସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

Advertisement