Thursday, September 3, 2026
ADVERTISEMENT
Home ଆଞ୍ଚଳିକ ମାର୍କଣ୍ଡି ସମୁଦ୍ର କୂଳରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଗୋଳନ୍ଥରା ପୁଲିସ ଉଦ୍ଧାର କରିଛି।

ମାର୍କଣ୍ଡି ସମୁଦ୍ର କୂଳରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଗୋଳନ୍ଥରା ପୁଲିସ ଉଦ୍ଧାର କରିଛି।

82
the feet of a corpse that protrude from the sand
ADVERTISEMENT

ବ୍ରହ୍ମପୁର,୧୭/୫(ଡ଼ି.ଏଚ ବ୍ୟୁରୋ):-ଗୋପାଳପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ମାର୍କଣ୍ଡି ସମୁଦ୍ର କୂଳରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଗୋଳନ୍ଥରା ପୁଲିସ ଉଦ୍ଧାରକରି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣଙ୍କ ଆନ୍ଧ୍ର ପ୍ରଦେଶ କାବିଟି ଥାନା ଅଧୀନ କପାସ କୁଦି ଗ୍ରାମର ଭି. ଚିନ୍ନା ହୋଇଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ଚିହ୍ନ ଥିବା ଦେଖିବାକୁ ମିଳିଛି।

Advertisement