ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା ପାରଳା ସାହିରେ ପାରିବାରିକ କଳହରୁ ପୁଅ ଏବଂ ଝିଅକୁ ବିଷ ଦେଇ ନିଜେ...

ଗଜପତି ଜିଲ୍ଲା ପାରଳା ସାହିରେ ପାରିବାରିକ କଳହରୁ ପୁଅ ଏବଂ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ବାପା।

120
ADVERTISEMENT

ପାରଳାଖେମୁଣ୍ଡି,୧୪/୫(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ପାରଳା ସାହିରେ ପାରିବାରିକ କଳହରୁ ପୁଅ ଏବଂ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ବାପା। ଘଟଣାସ୍ଥଳରେ ପୁଅ, ଝିଅଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କର ମୃତ୍ୟୁ ଘଟିଛି । ବାପାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Advertisement