Friday, September 4, 2026
ADVERTISEMENT
Home ଆଞ୍ଚଳିକ କାର କୁ ଧକ୍କା ଦେଲା ଗ୍ୟାସ ବୋଝେଇ ଟ୍ରକ।

କାର କୁ ଧକ୍କା ଦେଲା ଗ୍ୟାସ ବୋଝେଇ ଟ୍ରକ।

101
ADVERTISEMENT

ମୟୂରଭଞ୍ଜ,୧୨।୦୫ (ଡ଼ି.ଏଚ ବ୍ୟୁରୋ):- ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ୫୩ ନଂ ରାଜ୍ୟ ରାଜପଥ ସାତକୋଶିଆ ବାହାଘର ବାଙ୍କ ନିକଟରେ କାର କୁ ଧକ୍କା ଦେଲା ଗ୍ୟାସ ବୋଝେଇ ଟ୍ରକ। ଏଥିରେ କାର ରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି । ସମସ୍ତ କେନ୍ଦୁଝର ଜିଲା ଘଷିପୁରା ଥାନା ଶାଳପଡା ଗାଁର ବୋଲି ସୂଚନା l

Advertisement