Thursday, August 13, 2026
ADVERTISEMENT
Home ଆଞ୍ଚଳିକ ଶଳାର ଭୁଜାଲି ଚୋଟରେ ଭିଣୋଇ ଗୁରୁତର ହୋଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି।

ଶଳାର ଭୁଜାଲି ଚୋଟରେ ଭିଣୋଇ ଗୁରୁତର ହୋଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି।

237
ADVERTISEMENT

ଭୁବନେଶ୍ୱର,୦୫।୦୫(ଡ଼ି.ଏଚ ବ୍ୟୁରୋ):- ଭୁବନେଶ୍ୱର ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ସ୍ଥାନୀୟ ରଣସିଂହପୁର ହନୁମାନ ମନ୍ଦିର ନିକଟରେ ଶଳାର ଭୁଜାଲି ଚୋଟରେ ଭିଣୋଇ ଲୋକନାଥ ସ୍ୱାଇଁ ଗୁରୁତର ହୋଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି। ସେପଟେ ପୂର୍ବ ଶତ୍ରୁତାରୁ ଏଭଳି ଘଟିଥିବା ସୂଚନା ମିଳିଥିବା ବେଳେ ଅଭିଯୁକ୍ତକୁ ଅଟକ ରଖି ତମାଣ୍ଡୋ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।

Advertisement