Saturday, September 5, 2026
ADVERTISEMENT
Home ଆଞ୍ଚଳିକ ୧୮ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୭ଟି ବନ୍ଧୁକ, ୬୬ଟି...

୧୮ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୭ଟି ବନ୍ଧୁକ, ୬୬ଟି ଗୁଳି,୪ଟି ଖୋକା ଓ ୧୬ଟି ମୋବାଇଲ ଜବତ ।

171
ADVERTISEMENT

ବ୍ରହ୍ମପୁର,୦୫।୦୫(ଡ଼ି.ଏଚ ବ୍ୟୁରୋ):- ଗଞ୍ଜାମ ଜିଲ୍ଲା ପୁଲିସର ଶେରଗଡ, ଭଞ୍ଜନଗର, ପୋଲସରା, କୋଟିନଡା, ଆସିକା ଓ ଚମାଖଣ୍ଡି ଥାନା ଇଲାକାରେ ଚଢଉ କରି ୧୮ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୭ଟି ବନ୍ଧୁକ, ୬୬ଟି ଗୁଳି,୪ଟି ଖୋକା ଓ ୧୬ଟି ମୋବାଇଲ ଜବତ କରିଛି।

Advertisement