Sunday, September 6, 2026
ADVERTISEMENT
Home ଆଞ୍ଚଳିକ ମାଲକାନଗିରି ଜିଲ୍ଲା ଏମ୍ ଭି-୧୮ ଗାଁରେ ଶାଶୁଙ୍କୁ ନିଆଁ ଲଗାଇ ପୋଡ଼ି ଦେଲା ବୋହୂ ।

ମାଲକାନଗିରି ଜିଲ୍ଲା ଏମ୍ ଭି-୧୮ ଗାଁରେ ଶାଶୁଙ୍କୁ ନିଆଁ ଲଗାଇ ପୋଡ଼ି ଦେଲା ବୋହୂ ।

130
ADVERTISEMENT

ମାଲକାନଗିରି ,o୪/୪/ (ଡ଼ି.ଏଚ ବ୍ୟୁରୋ):- ମାଲକାନଗିରି ଜିଲ୍ଲା ଏମ୍ ଭି-୧୮ ଗାଁରେ ଶାଶୁଙ୍କୁ ନିଆଁ ଲଗାଇ ପୋଡ଼ି ଦେଲା ବୋହୂ । ଶାଶୁ ରେଣୁକା ବୈଦ୍ୟ ନିଜ ଘରେ ଶୋଇଥିବେଳେ ବୋହୂ ଜୟା ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏବଂ ଘରର କବାଟ ବନ୍ଦ କରି ବାପ ଘରକୁ ଚାଲି ଯାଇଥିଲେ । ଏନେଇ ପୁଅ ଅବିନାଥ ବୈଦ୍ୟ ମାଲକାନଗିରି ଥାନାରେ ଏତଲା ଦେଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement