Thursday, September 3, 2026
ADVERTISEMENT
Home ଆଞ୍ଚଳିକ ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀରେ ଜଣେ ନାବାଳିକାଙ୍କୁ ନୃଶଂସ ଭାବେ ହତ୍ୟା ।

ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀରେ ଜଣେ ନାବାଳିକାଙ୍କୁ ନୃଶଂସ ଭାବେ ହତ୍ୟା ।

113
ADVERTISEMENT

ବ୍ରହ୍ମପୁର,୦୨/୫(ଡ଼ି.ଏଚ ବ୍ୟୁରୋ):-ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀରେ ଜଣେ ନାବାଳିକାଙ୍କୁ ନୃଶଂସ ଭାବେ ହତ୍ୟା । ଅନ୍ତରବାଟିଆରେ ରହୁଥିବା ଖୋର୍ଦ୍ଧା ଅଞ୍ଚଳର ମୁନା ଖାଁ ନାମକ ଜଣେ ଯୁବକ ନାବାଳିକା ପ୍ରିତି ସାହୁଙ୍କ ଘରର ବାରିପଟୁ ପଶି ବ୍ଲେଡରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ କାଟିବା ସହ ଶାବଳରେ ଭୁଷି ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।ଏବଂ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ମୁନା ଫେରାର ଥିବାବେଳେ ଗୋପାଳପୁର ଥାନା ପୁଲିସର ତଦନ୍ତ ଜାରି l

Advertisement