ADVERTISEMENT
Home ଆଞ୍ଚଳିକ ରାସନ କାର୍ଡରୁ ନାଁ ବାଦ୍ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

ରାସନ କାର୍ଡରୁ ନାଁ ବାଦ୍ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

130
ADVERTISEMENT

ଭୁବନେଶ୍ୱର,୨୯/୪(ଡ଼ି.ଏଚ ବ୍ୟୁରୋ):-ଓଡ଼ିଶାରେ ପାକିସ୍ତାନୀ, ବାଂଲାଦେଶୀ ଓ ରୋହିଙ୍ଗ୍ୟା ରାସନ କାର୍ଡ ହାତେଇଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡରୁ ସେମାନଙ୍କ ନାଁ ବାଦ୍ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisement