Saturday, September 5, 2026
ADVERTISEMENT
Home ଆଞ୍ଚଳିକ ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା।

ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା।

106
ADVERTISEMENT

ବ୍ରହ୍ମପୁର,୨୯/୪(ଡ଼ି.ଏଚ ବ୍ୟୁରୋ):-ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା। ହଜାର ହଜାର ଭକ୍ତଙ୍କ ଗହଣରେ ବାପା ଘରୁ ବିଦାୟ ନେଇ ଭୋରୁ ଭୋରୁ ଶାଶୁ ଘରେ ପହଞ୍ଚିଲେ ମା’ ସାଆନ୍ତାଣି l ଏବଂ ମା’ଙ୍କ ବିଦାୟ ବେଳେ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ଶ୍ରଦ୍ଧାଳୁ।

Advertisement