Monday, September 7, 2026
ADVERTISEMENT
Home ଆଞ୍ଚଳିକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବୋଲେରୋ ।

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବୋଲେରୋ ।

108
ADVERTISEMENT

ବ୍ରହ୍ମପୁର,୨୪/୪(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନ ମା’ ଉଜଳେଶ୍ଵରୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବୋଲେରୋ । ଏଥିରେ ଚାଳକ ସମେତ ୧୦ ଜଣ ଆହତ ହୋଇଥିବାବେଳେ ସମସ୍ତ ଭୁବନେଶ୍ୱରରୁ ବୋଲେରୋ ଯୋଗେ ଚନ୍ଦ୍ରଗିରିକୁ ଫେରୁଥିଲେ l ଏବଂ ଘଟଣାସ୍ଥଳରେ ଛତ୍ରପୁର ପୁଲିସ ପହଁଚି ତଦନ୍ତ ଜାରି ରଖିଛି ।

Advertisement