Monday, September 7, 2026
ADVERTISEMENT
Home ଆଞ୍ଚଳିକ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର ।

ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର ।

99
ADVERTISEMENT

ବ୍ରହ୍ମପୁର,୨୩/୪(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ରାମଚନ୍ଦ୍ରପୁର ଗ୍ରାମ ବ୍ରିଜ୍ ନିକଟ ଋଷିକୁଲ୍ୟା କେନାଲହୁଡ଼ା କାଳିଆଘାଇ ରାସ୍ତାପାର୍ଶ୍ବରୁ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର ।ମୃତକଜଣକ ପି.ସାମନ୍ତରାପୁର ଗ୍ରାମର ହୀନ ପାତ୍ର ହୋଇଥିବାବେଳେ ସେ ଗତକାଲି ରାତିରେ ବ୍ରହ୍ମପୁରରୁ ବାଇକ୍ ଯୋଗେ ନିଜ ଗ୍ରାମକୁ ଆସୁଥିଲେ ହିଁ ଘରେ ପହଞ୍ଚି ନଥିଲେ।

Advertisement