Sunday, September 6, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଗୋପାଳପୁର ପୁଲିସ ଜଣେ ନକଲି ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଗୋପାଳପୁର ପୁଲିସ ଜଣେ ନକଲି ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

97
ADVERTISEMENT

ବ୍ରହ୍ମପୁର,୨୩/୪(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗୋପାଳପୁର ପୁଲିସ ଜଣେ ନକଲି ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ନକଲି ଡାକ୍ତର ଜଣକ ଗୋଳାବନ୍ଧର ଅନିଲ କୁମାର ସାହୁ ହୋଇଥିବାବେଳେ ସେ ଗୋଳାବନ୍ଧ ଛକରେ ଦୀର୍ଘ ବର୍ଷ ଧରି ସାହୁ ଏଣ୍ଡ ସାହୁ ମେଡ଼ିସିନ ଷ୍ଟୋର କରି ଏମ ବି ବି ଏସ ଡାକ୍ତର ନାମ ଫଳକ ଲଗାଇ ଲୋକଙ୍କୁ ଚିକିତ୍ସା କରିବା ସହ ଔଷଧ ଦେଉଥିଲା ।

Advertisement