ADVERTISEMENT
Home ଆଞ୍ଚଳିକ ଜଳୁଛି ସମଗ୍ର ପଶ୍ଚିମ ଓଡ଼ିଶା।

ଜଳୁଛି ସମଗ୍ର ପଶ୍ଚିମ ଓଡ଼ିଶା।

99
ADVERTISEMENT

ଭୁବନେଶ୍ୱର,୨୨/୪(ଡ଼ି.ଏଚ ବ୍ୟୁରୋ):-ଜଳୁଛି ସମଗ୍ର ପଶ୍ଚିମ ଓଡ଼ିଶା। ଅସହ୍ୟ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଝାରସୁଗୁଡ଼ାରେ ୪୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ଏବଂ ଝାରସୁଗୁଡ଼ା ଦେଶରେ ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଛି। ଏଥିସହ ଆଜି ପାଇଁ ୪ଟି ଜିଲ୍ଲା ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ ସମ୍ବଲପୁରକୁ ହିଟ୍ ୱେଭ୍ ବା ଗ୍ରୀଷ୍ମଲହରୀ ନେଇ ବିଭାଗ ତରଫରୁ ସତର୍କତା ଜାରି ହୋଇଛି।

Advertisement