Monday, September 7, 2026
ADVERTISEMENT
Home ଆଞ୍ଚଳିକ ଖଲ୍ଲିକୋଟର ଲଙ୍ଗଳେଶ୍ଵର ଛକ ନିକଟରେ ଟ୍ରକକୁ ଧକ୍କା ଦେଲା ବାଲୁଙ୍କେଶ୍ଵର ନାମକ ଯାତ୍ରୀବାହୀ ବସ୍।

ଖଲ୍ଲିକୋଟର ଲଙ୍ଗଳେଶ୍ଵର ଛକ ନିକଟରେ ଟ୍ରକକୁ ଧକ୍କା ଦେଲା ବାଲୁଙ୍କେଶ୍ଵର ନାମକ ଯାତ୍ରୀବାହୀ ବସ୍।

103
ADVERTISEMENT

ଖଲ୍ଲିକୋଟ,୧୩/୪(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଲଙ୍ଗଳେଶ୍ଵର ଛକ ନିକଟରେ ଟ୍ରକକୁ ଧକ୍କା ଦେଲା ବାଲୁଙ୍କେଶ୍ଵର ନାମକ ଯାତ୍ରୀବାହୀ ବସ୍। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ଥିବାବେଳେ ଉକ୍ତ ଯାତ୍ରୀବାହୀ ବସ୍ ଟି ଭୁବନେଶ୍ଵରରୁ ଆସିକା ଯାଉଥିଲା । ଏବଂ ଦୁର୍ଘଟଣା ପରେ ଡ୍ରାଇଭର , କଣ୍ଡକ୍ଟର ଏବଂ ହେଲପର ବସ୍ ଛାଡି ଫେରାର୍ ହୋଇଯାଇ ଥିବାବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisement