Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ରାଉରକେଲା ସହରରେ ଦୁଇ ଦୁଇଟି ଲେଖାଏଁ ହତ୍ୟାକାଣ୍ଡ l

ରାଉରକେଲା ସହରରେ ଦୁଇ ଦୁଇଟି ଲେଖାଏଁ ହତ୍ୟାକାଣ୍ଡ l

112
ADVERTISEMENT

ରାଉରକେଲା ,୧୧/୪(ଡ଼ି.ଏଚ ବ୍ୟୁରୋ):-ରାଉରକେଲା ସହରରେ ଦୁଇ ଦୁଇଟି ଲେଖାଏଁ ହତ୍ୟାକାଣ୍ଡ l ସ୍ଥାନୀୟ ଛେଣ୍ଡ କୋଅପରେଟିଭ କଲୋନୀର ମୁକେଶ କର ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବାବେଳେ ଗାନ୍ଧୀରୋଡ଼ରେ ଅନ୍ୟ ଜଣ ବ୍ୟକ୍ତିଙ୍କୁ ଗଳା କାଟି ନିର୍ମମ ଭାବେ ହତ୍ୟା କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisement