Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବିଷ ପିଇ ଆତ୍ମହତ୍ୟା କଲେ ବୃଦ୍ଧ...

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବିଷ ପିଇ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି ।

101
ADVERTISEMENT

ବ୍ରହ୍ମପୁର,୧୦/୪(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବିଷ ପିଇ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି । ମୃତ ଦମ୍ପତି ଲଡ଼ୁକିଶୋର ମହାରଣା ଓ ସଜନୀ ମହାରଣାହୋଇଥିବାବେଳେ ସେମାନେ ୩ ଲକ୍ଷରୁ ଅଧିକ ଟଙ୍କା ଗ୍ରୁପ୍ ଋଣ ଆଣିଥିଲେ। । ଏବଂ ଋଣ ଭାର ଅସହ୍ୟ ହେବାରୁ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିଲେ l

Advertisement