ପଟ୍ଟାମୁଣ୍ଡାଇ,୦୯/୪(ଡ଼ି.ଏଚ ବ୍ୟୁରୋ):-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ତନୁପୁର ଗ୍ରାମରେ ସାରଥୀ ବାବାଙ୍କ ମାୟାରେ ବାୟା ଭକ୍ତ । ପୂଜାର୍ଚ୍ଚନା, ସତ୍ସଙ୍ଗ ସାଙ୍ଗକୁ ସାରଥୀଙ୍କ ପୂଜା କରୁଥିଲେ ସାରଥି ଭକ୍ତ । ଆଉ ଏହି ସମୟରେ ଗାଁ ଲୋକେ ଏହାକୁ ବିରୋଧ କରି ସାରଥି ଭକ୍ତଙ୍କ ଉପରକୁ କଲେ ଅଣ୍ଡା ମାଡ଼ ।















