ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଗାଁରେ ପାରିବାରିକ କାରଣରୁ ବିଷ ପିଇ ମୃତ୍ୟୁ ବରଣ କଲେ ମା ସହ ଭାଇଭଉଣୀ।

102
ADVERTISEMENT

ବ୍ରହ୍ମପୁର,୦୭/୪(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଗାଁରେ ପାରିବାରିକ କାରଣରୁ ବିଷ ପିଇ ମୃତ୍ୟୁ ବରଣ କଲେ ମା ସହ ଭାଇଭଉଣୀ। ଗୁରୁତର ଅବସ୍ଥାରେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କ ମୃତ୍ୟୁ ଘୋଷଣା କରିଥିଲା ।ଏବଂ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisement