Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଦୁଇ ବାଇକ ଆରୋହୀଙ୍କୁ ଭୁଜାଲିରେ ହାଣି ଗାଡ଼ି ସହ ୩୦ ହଜାର ଟଙ୍କା ଲୁଟ୍ କଲେ...

ଦୁଇ ବାଇକ ଆରୋହୀଙ୍କୁ ଭୁଜାଲିରେ ହାଣି ଗାଡ଼ି ସହ ୩୦ ହଜାର ଟଙ୍କା ଲୁଟ୍ କଲେ ଦୁର୍ବୃତ୍ତ।

130
ADVERTISEMENT

ସୋର,୦୫/୪(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ଵର ଜିଲା ସୋର ଅନ୍ତର୍ଗତ ଯୋଡ଼ିପୋଲ ନିଟକରେ ଦୁଇ ବାଇକ ଆରୋହୀଙ୍କୁ ଭୁଜାଲିରେ ହାଣି ଗାଡ଼ି ସହ ୩୦ ହଜାର ଟଙ୍କା ଲୁଟ୍ କଲେ ଦୁର୍ବୃତ୍ତ। ସେମାନେ ବାଲେଶ୍ଵରରୁ ନିଜ ଗାଁ ଖରାଶାହାପୁର ବାଇକ ଯୋଗେ ଯାଉଥିବାବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କୁ ଅତର୍କିତ ଆକ୍ରମଣ କରି ସେମାନଙ୍କ ବାଇକ ଏବଂ ଟଙ୍କା ଛଡ଼ାଇ ଚମ୍ପଟ ମାରିଥିଲେ।

Advertisement