Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଶିକାରୀ ଗୁଳିରେ ଅନ୍ୟ ଜଣେ ଶିକାରୀଙ୍କ ମୃତ୍ୟୁ ।

ଶିକାରୀ ଗୁଳିରେ ଅନ୍ୟ ଜଣେ ଶିକାରୀଙ୍କ ମୃତ୍ୟୁ ।

133
ADVERTISEMENT

ଢେଙ୍କାନାଳ,୦୫/୪(ଡ଼ି.ଏଚ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳୀପାଳଠାରେ ଶିକାରୀ ଗୁଳିରେ ଅନ୍ୟ ଜଣେ ଶିକାରୀଙ୍କ ମୃତ୍ୟୁ । ଗ୍ରାମର ପ୍ରଶାନ୍ତ ନାଏକ, ବାବୁଲା ନାଏକ, ସନ୍ତୋଷ ନାଏକ, ନରେଶ ସ୍ୱାଇଁ, ଦଣ୍ଡୁଆ ଦେହୁରୀ ଏକାଠି ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ। ଜନ୍ତୁ ଭାବି ପ୍ରଶାନ୍ତ ନାଏକ ଗୁଳି ଚଳାଇବାରୁ ବାବୁଲା ନାଏକଙ୍କ ଦେହରେ ବାଜିଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisement