Tuesday, August 18, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ,ସହଯୋଗୀ ବେଣୁଧର ପରିଡ଼ା ।

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ,ସହଯୋଗୀ ବେଣୁଧର ପରିଡ଼ା ।

107
ADVERTISEMENT

ବାଲିଅନ୍ତା,୦୫/୪(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବାଲିଅନ୍ତା ବ୍ଲକର ସହକାରୀ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ ଓ ସହଯୋଗୀ ବେଣୁଧର ପରିଡ଼ା । ସେମାନେ ବିଲ୍ ପାସ୍ ପାଇଁ ଜଣେ ଠିକାଦାରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦଳ ଉଭୟଙ୍କୁ କାବୁ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛି ।ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠାବ ଲାଗି ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।

Advertisement