Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ନକଲି ପୁଲିସ ଇନ୍ସପେକ୍ଟର ଗିରଫ l

ନକଲି ପୁଲିସ ଇନ୍ସପେକ୍ଟର ଗିରଫ l

115
ADVERTISEMENT

କଟକ,o୩/୪(ଡ଼ି.ଏଚ ବ୍ୟୁରୋ):-କଟକ ବାଦାମବାଡ଼ି ଥାନା ପୋଲିସ ତିଗିରିଆ ଥାନା ନୂଆପାଟଣା ଅଞ୍ଚଳର ଠକ ନକଲି ପୁଲିସ ଇନ୍ସପେକ୍ଟର ଗୁଣ୍ଡିଚା ଦଳାଇ(୨୭)କୁ ଗିରଫ କରି ତା ନିକଟରୁ ସ୍ପେସାଲ ଟାସ୍କଫୋର୍ସ ଲେଖାଥିବା ପରିଚୟପତ୍ର, ପୁଲିସ ପୋଷାକ, ୫ଟି ମୋବାଇଲ୍ ଫୋନ୍, ଷ୍ଟାମ୍ପ୍, ଚେକ୍ ବହି, ତାରକା, ଲୋଗୋ, ଟୋପି ଓ ୪ ଲକ୍ଷ ଟଙ୍କା ଜବତ କରିଛି । ସେ ଗୃହରକ୍ଷୀ ଚାକିରି ଦେବା ଆଳରେ ୪୦ ଜଣ ଯୁବକ ଯୁବତୀଙ୍କଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲା l

Advertisement