Monday, September 7, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ୧୬ ନଂ ଜାତୀୟ ରାଜପଥ କନିଷି ଗାଁ ଛକରେ ସ୍କୁଟରକୁ ଧକ୍କା ଦେଲା ବସ...

ବ୍ରହ୍ମପୁର ୧୬ ନଂ ଜାତୀୟ ରାଜପଥ କନିଷି ଗାଁ ଛକରେ ସ୍କୁଟରକୁ ଧକ୍କା ଦେଲା ବସ l

123
ADVERTISEMENT

ବ୍ରହ୍ମପୁର,୦୨/୪(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ୧୬ ନଂ ଜାତୀୟ ରାଜପଥ କନିଷି ଗାଁ ଛକରେ ସ୍କୁଟରକୁ ଧକ୍କା ଦେଲା ବସ l ଏଥିରେ ସ୍କୁଟରରେ ଯାଉଥିବା ଦମ୍ପତି ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ଥିବାବେଳେ ସ୍ଥାନୀୟ ଲୋକେ ତୁରନ୍ତ ଓଭରବ୍ରିଜ କିମ୍ବା ଅଣ୍ଡର ପାସ ନିର୍ମାଣ କରିବାକୁ ଦାବି ଜଣାଇ ଜାତୀୟ ରାଜପଥ ଅବରୋଧ କରିଥିଲେ।

Advertisement