ADVERTISEMENT
Home ଆଞ୍ଚଳିକ କଂଗ୍ରେସକର୍ମୀ ଏକଜୁଟ ହୋଇ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି।

କଂଗ୍ରେସକର୍ମୀ ଏକଜୁଟ ହୋଇ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି।

127
ADVERTISEMENT

ଭୁବନେଶ୍ୱର,୨୭/୩(ଡ଼ି.ଏଚ ବ୍ୟୁରୋ):- ଭୁବନେଶ୍ୱର ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ଛକରୁ ପିଏମଜି ଛକ ପର୍ଯ୍ୟନ୍ତ ହଜାର ହଜାର କଂଗ୍ରେସ କର୍ମୀ ଏକଜୁଟ ହୋଇ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ଫଳରେ ରାମମନ୍ଦିର ଛକଠାରୁ ଆରମ୍ଭ କରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ହୋଇପଡ଼ିଛି। ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ୮୦ ପ୍ଲାଟୁନ୍ରୁ ଅଧିକ ପୁଲିସ ମୁତୟନ କରାଯାଇଛି। ଏବଂ ବିଧାନସଭାର ସମସ୍ତ ଗେଟ୍କୁ ବନ୍ଦ ରଖାଯାଇଛି l

Advertisement