ADVERTISEMENT
Home ଆଞ୍ଚଳିକ ଏଣିକି ପୁରୁଣା ନିୟମ ଅନୁସାରେ ନିଯୁକ୍ତି ଦିଆଯିବ।

ଏଣିକି ପୁରୁଣା ନିୟମ ଅନୁସାରେ ନିଯୁକ୍ତି ଦିଆଯିବ।

153
ADVERTISEMENT

ଭୁବନେଶ୍ୱର,୨୨/୩(ଡ଼ି.ଏଚ ବ୍ୟୁରୋ):-ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ସଦସ୍ୟଙ୍କୁ ଏଣିକି ପୁରୁଣା ନିୟମ ଅନୁସାରେ ନିଯୁକ୍ତି ଦିଆଯିବ। ୨୦୨୦ ମସିହାରେ ଓଡ଼ିଶା ବେସାମରିକ ସେବା ନିୟମ ଲାଗୁ ହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ହୋଇଛି, ଥଇଥାନ ସମ୍ବନ୍ଧୀୟ ସମସ୍ତ ବିଚାରାଧୀନ ଆବେଦନ ଓଡ଼ିଶା ସିଭିଲ ସର୍ଭିସ ନିୟମ, ୧୯୯୦ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ। ଗତକାଲି ରାଜ୍ୟ କ୍ୟାବିନେଟ୍ରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisement