Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜେଇ କାରବାର ଉପରେ ପୁଲିସର ଚଢ଼ାଉ ବେଳେ ପୁଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ ।

ଗଞ୍ଜେଇ କାରବାର ଉପରେ ପୁଲିସର ଚଢ଼ାଉ ବେଳେ ପୁଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ ।

123
ADVERTISEMENT

ମୋହନା,୨୧/୩(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଯୁବ ଗ୍ରାମ ନିକଟରେ ଗଞ୍ଜେଇ କାରବାର ଉପରେ ପୁଲିସର ଚଢ଼ାଉ ବେଳେ ପୁଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୨୬ ପୁଲିସ କର୍ମଚାରୀ ଆହତ ହୋଇଥିବାବେଳେ ଆକ୍ରମଣକାରୀ ପୁଲିସ କର୍ମଚାରୀଙ୍କ ୫ଟି ଗାଡ଼ି ଭଙ୍ଗାରୁଜା କରିଥିବା ସୂଚନା।

Advertisement