Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବିଧାନସଭା ଅଧିବେଶନ କାର୍ଯ୍ୟ ପ୍ରଣାଳୀକୁ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ‘ଦି ନ୍ୟୁ ଏଜ୍...

ବିଧାନସଭା ଅଧିବେଶନ କାର୍ଯ୍ୟ ପ୍ରଣାଳୀକୁ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ‘ଦି ନ୍ୟୁ ଏଜ୍ ୟୁରୋ ସ୍କୁଲ’ର ଛାତ୍ରଛାତ୍ରୀ ।

123
ADVERTISEMENT

ଛତ୍ରପୁର,୨୧/୩(ଡ଼ି.ଏଚ ବ୍ୟୁରୋ):- ଚଳିତ ବିଧାନସଭା ଅଧିବେଶନ କାର୍ଯ୍ୟ ପ୍ରଣାଳୀକୁ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ‘ଦି ନ୍ୟୁ ଏଜ୍ ୟୁରୋ ସ୍କୁଲ’ର ଛାତ୍ରଛାତ୍ରୀ । ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ ଅଧିବେଶନ ବେଳେ ୟୁରୋ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ବିଧାନସଭା ଗ୍ୟାଲେରୀରେ ବସି ସରକାରୀ ଦଳ ଓ ବିରୋଧୀ ଦଳ ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରୁଥିବା କାର୍ଯ୍ୟ ପ୍ରାଣାଳୀକୁ ଦେଖିଥିଲେ l ଏବଂ ବାଚସ୍ପତି ଓ ଉପବାଚସ୍ପତି ବିଧାନସଭା କାର୍ଯ୍ୟକୁ କିଭଳି ପରିଚାଳନା କରନ୍ତି ତାହାକୁ ମଧ୍ୟ ଛାତ୍ରଛାତ୍ରୀମାନେ ହୃଦୟଙ୍ଗମ କରିଥିଲେ ।

Advertisement