Wednesday, September 9, 2026
ADVERTISEMENT
Home ଆଞ୍ଚଳିକ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର l

ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର l

120
ADVERTISEMENT

କଟକ,୨୦/୩(ଡ଼ି.ଏଚ ବ୍ୟୁରୋ):- କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ସୁଳିଆପଦା ଗ୍ରାମରେ ଜଣେ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର l ତାଙ୍କ ପୁରୁଷ ବନ୍ଧୁ ସାଗର ଭୋଇଙ୍କ ଘରୁ ତାଙ୍କରି ମୃତଦେହ ଉଦ୍ଧାର ହୋଇଥିବାବେଳେ ନାବାଳିକାର ପରିବାର ପକ୍ଷରୁ ବାଙ୍କୀ ଥାନାରେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏବଂ ପୋଲିସ ଜୈନିକ ଯୁବକ ସାଗର ଭୋଇକୁ ଅଟକ ରଖି ମାମଲା ରୁଜୁ କରିଛି ।

Advertisement