Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଖଣ୍ଡା ବୁଲାଇବା ଘଟଣାରେ ଟାଉନ ଥାନା ପୋଲିସ ଦୁଇ ଜଣଙ୍କୁ ଅଟକ ରଖିବା ସହ ଖଣ୍ଡାକୁ...

ଖଣ୍ଡା ବୁଲାଇବା ଘଟଣାରେ ଟାଉନ ଥାନା ପୋଲିସ ଦୁଇ ଜଣଙ୍କୁ ଅଟକ ରଖିବା ସହ ଖଣ୍ଡାକୁ ଜବତ କରିଛି ।

96
ADVERTISEMENT

ବ୍ରହ୍ମପୁର,୧୭/୩(ଡ଼ି.ଏଚ ବ୍ୟୁରୋ):- ବ୍ରହ୍ମପୁର ଗେଟ୍ ବଜାର ସ୍ଥିତ ରାଧାକୃଷ୍ଣ ସାହିରେ ଖଣ୍ଡା ବୁଲାଇବା ଘଟଣା ରେ ଟାଉନ ଥାନା ପୋଲିସ ଦୁଇ ଜଣଙ୍କୁ ଅଟକ ରଖିବା ସହ ଖଣ୍ଡାକୁ ଜବତ କରିଛି । ଏବଂ କେଉଁ କାରଣ ନେଇ ସହର ଭିତରେ ଏପରି ଖଣ୍ଡା ବୁଲାଇଥିଲେ, ସେନେଇ ଛାନବିନ ଜାରି ରଖିଛି ।

Advertisement