Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଚାଣକ୍ୟନଗର ଅଞ୍ଚଳରେ ଠିକାଦାର ଟି.ରାମଚନ୍ଦ୍ର ପାତ୍ରଙ୍କୁ ଛୁରୀ ଭୂଷି ହତ୍ୟା ।

ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଚାଣକ୍ୟନଗର ଅଞ୍ଚଳରେ ଠିକାଦାର ଟି.ରାମଚନ୍ଦ୍ର ପାତ୍ରଙ୍କୁ ଛୁରୀ ଭୂଷି ହତ୍ୟା ।

116
ADVERTISEMENT

ବ୍ରହ୍ମପୁର,୧୬/୩(ଡ଼ି.ଏଚ ବ୍ୟୁରୋ):- ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଚାଣକ୍ୟନଗର ଅଞ୍ଚଳରେ ଠିକାଦାର ଟି.ରାମଚନ୍ଦ୍ର ପାତ୍ରଙ୍କୁ ଛୁରୀ ଭୂଷି ହତ୍ୟା । ସେହି ଅଞ୍ଚଳର ପପୁନ ନାମକ ଜଣେ ଯୁବକ ତାଙ୍କୁ ଏକ ଛୁରୀ ସାହାଯ୍ୟରେ ଆକ୍ରମଣ କରିବାରୁ ସେ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲା। ସେଠାରେ ଡାକ୍ତର ରାମଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଏବଂ ବୈଦ୍ୟନାଥ ଥାନା ପୋଲିସର ତଦନ୍ତ ଜାରି ।

Advertisement