Monday, September 7, 2026
ADVERTISEMENT
Home ଆଞ୍ଚଳିକ ସୁନ୍ଦରଗଡ଼ରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କର ମୃତ୍ୟୁ l

ସୁନ୍ଦରଗଡ଼ରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କର ମୃତ୍ୟୁ l

139
ADVERTISEMENT

ସୁନ୍ଦରଗଡ଼,୧୪/୩(ଡ଼ି.ଏଚ ବ୍ୟୁରୋ):-ସୁନ୍ଦରଗଡ଼ରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ଘାଟିଠାଵବେଳେ ଅନ୍ୟ ୩୪ ଜଣ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ । ମା’ ସମଲେଶ୍ବରୀ ନାମକ ଘରୋଇ ବସ୍‌ (ଓଡି୨୩ ଆର୍‌ ୦୩୪୭) ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ କିଞ୍ଜିରିକେଲା ଗୁଣ୍ଡିଆଡିହିରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବାବେଳେ ସୁନ୍ଦରଗଡ଼ ଟାଙ୍ଗରମୁଣ୍ଡା ତେଲେନଡ଼ିହିଠାରେ ସାମନା ପଟୁ ଆସୁଥିବା ଏକ ମୋଟର ସାଇକଲ୍‌ (ସିଜି ୧୪ଏମ୍‌କ୍ୟୁ ୭୧୫୬) ଭାରସାମ୍ୟ ହରାଇ ବସ୍‌ ସହ ପିଟି ହୋଇଥିଲା। ବାଇକ୍ ସହ ପିଟି ହେବା ପରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ବାମ ପାର୍ଶ୍ବରେ ଥିବା ୧୦ ଫୁଟ୍‌ ଗଭୀର ଖାଲକୁ ଖସି ପଡ଼ିଥିଲା।

Advertisement